ଓଡିଶାରେ ଯୋଗ ଦେଲେ ନୂତନ ବିଏସଏଫ୍ ଆଇଜି । ଆଇଜି ଡି ଜେ ଶର୍ମାଙ୍କ ସ୍ଥାନରେ ଏବେ ଯୋଗ ଦେଇଛନ୍ତି କୈଳାଶ ଚନ୍ଦ୍ର ଜାଟ୍ । ଜମ୍ମୁ-କାଶ୍ମୀରରେ ମିଲିଟାରୀ ତାଲିମ୍ ଓ ଅପରେସନରେ କୈଳାଶ ଚନ୍ଦ୍ରଙ୍କ ରହିଛି ଅଭିଜ୍ଞତା । ତେବେ କୈଳାଶ ଚନ୍ଦ୍ର ଜାଟ୍ ଦାୟିତ୍ୱ ନେବା ପରେ ଖୁବ ଶୀଘ୍ର ନକ୍ସଲ ଦମନ ନେଇ ବଡଧରଣର ପ୍ଲାନ୍ ହୋଇପାରେ ବୋଲି ଆକଳନ କରାଯାଉଛି । ରାଜସ୍ଥାନ ପୋଲିସ୍ ଏକାଡେମିରେ ଡିଆଇଜି ପଦବୀରେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇବା ପରେ ପୁଣିଥରେ ବିଏସଏଫକୁ ଫେରିଛନ୍ତି କେସି ଜାଟ୍ ।
Related Posts
ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ । ‘ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।‘…
ଭୁବନେଶ୍ଵରରେ ଅଛନ୍ତି ପ୍ରାୟ ୮୦ ହଜାର କୁକୁର; ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ
ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ଵାଗତଯୋଗ୍ୟ।…
ଡ. ତପନ ସାହୁ ମାରୁତି ସୁଜୁକି ଡିଜିଟାଲ ଏଣ୍ଟର୍ପ୍ରାଇଜ୍ ମୁଖ୍ୟ
ପ୍ରମୁଖ ଅଟୋ ନିର୍ମାତା ମାରୁତି ସୁଜୁକି ଏହାର ନବଗଠିତ ଡିଜିଟାଲ ଏଣ୍ଟର୍ପ୍ରାଇଜ୍(ଡିଇ) ଭର୍ଟିକାଲ୍ର ମୁଖ୍ୟ ଭାବେ ଓଡ଼ିଆ ପୁଅ ଡ.…

