ଏଏସିସିଆଇର ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀ

ଭୁବନେଶ୍ୱର : ସ୍ଥାନୀୟ ହୋଟେଲ ମେ ଫେୟାର ଠାରେ ଏସିଆନ୍ ଆଫ୍ରିକାନ୍ । ଚାମ୍ବର ଅଫ୍ କମର୍ସ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀର ଦ୍ଵିତୀୟ ଦିବସରେ ଆଇଟି କନ୍‌କ୍ଲେଭ ଏବଂ ଗ୍ରୀନ୍ ଟେକ୍ନୋଲୋଜି ଉପରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା।

ସିଙ୍ଗାପୁରର ଶୋଭିତ ଭେଙ୍କଟ ଉମା ସମ୍ମାନନୀୟ ଅତିଥି ରୁପେ ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସନ୍ଧି ହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧୂମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀକୁ ଏଏସିସିଆଇର ଯୁଗ୍ମ ସଚିବ ସୁସ୍ମିତା ମହାନ୍ତି ଉଦ୍‌ଘାଟନ କରିବା ସହିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ।

କେନିଆର ଜେମ୍‌ସ ମ୍ୟୁନ୍ୟୁ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହିତ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀକୁ ଏଏସିସିଆଇର ସଭାପତି ଡଃ ଲୀତା ମହାପାତ୍ର ପରିଚାଳିତ କରିଥିଲେ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!