କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ସାରା ଶର୍ମା। ସିବିଆଇରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ ହେଉଛନ୍ତି ସାରା ଶର୍ମା।
Related Posts
ତିନସୁକିଆ ଏନକାଉଣ୍ଟର ମାମଲା: ଭାରତୀୟ ସେନା ଉପରେ ଥିଲା ଅଭିଯୋଗ, ପଢ଼ନ୍ତୁ ସମଗ୍ର ଘଟଣା
ଆସାମର ତିନସୁକିଆ ଜିଲ୍ଲାରେ 29 ବର୍ଷ ପୂର୍ବେ ମିଳିଥିବା 5 ଜଣଙ୍କ ମୃତଦେହ ମାମଲାରେ ବର୍ତ୍ତମାନ ସେମାନଙ୍କ ପରିବାରକୁ ନ୍ୟାୟ…
Rona reaches the scoring landmark to send Jove closer to title
Dolor sit amet, consectetur adipiscing elit. Odio ac neque fermentum morbi. Aenean lectus eu, arcu,…
Oil prices down 3% with recession fears in focus
Dolor sit amet, consectetur adipiscing elit. Odio ac neque fermentum morbi. Aenean lectus eu, arcu,…


