କାଲି ନିର୍ବାଚନ ତାରିଖ ଘୋଷଣା

ବାଜିଲା ନିର୍ବାଚନ ବିଗୁଲ। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ। ଆସନ୍ତାକାଲି ଦିନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ନିଷ୍ପତି ହୋଇଛି। ନିର୍ବାଚନ କମିଶନଙ୍କ ବୈଠକ ପରେ ଏହି ନିଷ୍ପତି ସାମ୍ନାକୁ ଆସିଛି ।

କାଲି ଦିନ ୩ଟା ବେଳେ ନିର୍ବାଚନ କମିଶନ ପ୍ରେସମିଟ କରି ତାରିଖ ଘୋଷଣା କରିବେ । ଲୋକସଭା ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହେବ।‌ ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ।

Post Views120 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!