ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଭୋଟ ଦେଲେ କ୍ରେଜିଓାଲ । ତାଙ୍କ ପତ୍ନୀ ଓ ପିତା ଓ ସେ ନିଜେ ଭୋଟ ଦେବା କଥା କହିଛନ୍ତି । ସେ ନିଜେ ପିଲାମାନଙ୍କ ସହ ଯାଇ ଭୋଟ ଦେଇଥିବା କଥା କହିଛନ୍ତି । ଏଥିସହ ସେ କହିଛନ୍ତି ଅସୁସ୍ଥତା ପାଇଁ ମୋ ପରିବାର ମା ଆସି ଭୋଟ ଦେଇପାରିଲେ ନାହିଁ ।

ଭୋଟ ଦେବା ପରେ ସେ ଭୋଟର ମାନଙ୍କୁ ଅପିଲ ମଧ୍ୟ କରିଛନ୍ତି ଭୋଟ ଦେବା ପାଇଁ । ମୁଁ ଜାଣେ ପ୍ରବଳ ଗରମ ହେଉଛି ଏହାପରେ ବି ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଏଥିସହ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଏହାପରେ ସେ ଗଣମାଧ୍ୟମକୁ ମତ ରଖିବା ବେଳେ କହିଛନ୍ତି ଯେ ଲୋକମାନେ ଏଥର ଲୋକେ ତାନଶାହି ହିଂସା ଏସବୁ ଠାରୁ ଦୁରରେ ରହିବା ପାଇଁ ଚାହୁଁଛନ୍ତି ଲୋକେ ପରିବର୍ତ୍ତନ ତାହୁଁଛନ୍ତି ତେଣୁ ଏ ତାନଶାହି ଶାସନ ହଟିବା ଦରକାର । ପରିବତ୍ତ୍ନ ହେଲେ ଦେଶର ପରିବର୍ତ୍ତନ ହେବ ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!