ସଢ଼େଇକଳାରେ ୭ମ ଥର ପାଇଁ ଜିତିଲେ ଚମ୍ପାଇ ସୋରେନ

ଜେଏମଏମ ଛାଡ଼ି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି।

ସେ କ୍ଷମତାସୀନ ଜେଏମଏମର ଗଣେଶ ମାହାଲିଙ୍କୁ ହରାଇଛନ୍ତି। ଏହି ବିଜୟ ସହ ଚମ୍ପାଇ ସୋରେନ ୭ମ ଥର ପାଇଁ ଏଠାରେ ଜିତିଛନ୍ତି।

୧୯୯୧ରୁ ସେ ସଢ଼େଇକଳାରୁ ଜିତି ଆସୁଥିବା ବେଳେ ପ୍ରଥମଥର ପାଇଁ ବିଜେପିରୁ ଜିତିଛନ୍ତି।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!