ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କୁ ବଡ଼ଦିନ ଉପହାର ଦେଇଛନ୍ତି। ସରକାର। ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଭେଟି ଦେଇଛନ୍ତି। ଦେଶର ୯ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା।
ସୂଚନାନୁସାରେ, ପ୍ରାୟ ୯ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ (ଡିଏ) କୁ ୩ ପ୍ରତିଶତରୁ ବୃଦ୍ଧି କରି କରାଯାଇଛି। ଏହି ନିଷ୍ପତ୍ତି ଜୁଲାଇ ୧, ୨୦୨୪ର ପୂର୍ବ ତାରିଖରୁ କାର୍ଯ୍ୟକାରୀ ହେବ।
ଗୁଜୁରାଟ ରାଜ୍ୟ ସେବା (ଦେୟ ସଂଶୋଧନ) ନିୟମ, ୨୦୧୬ ଅନୁଯାୟୀ ଡିଏକୁ ବର୍ତ୍ତମାନର ୫୦ପ୍ରତିଶତରୁ ବତନର ୫୩ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥ ବିଭାଗ ଏକ ପ୍ରସ୍ତାବ ଜାରି କରିଛି। ଜୁଲାଇରୁ ନଭେମ୍ବର ମଧ୍ୟରେ ଥିବା ବକେୟା ଜାନୁଆରୀ ୨୦୨୫ ରେ ଡିସେମ୍ବର ମାସର ଦରମା ଏବଂ ପେନଶନ ସହିତ ପ୍ରଦାନ କରାଯିବ।

