ଗଡ଼ ବଞ୍ଚାଇଲା କଟକ କଂଗ୍ରେସ ,ସୋଫିଆ ଫିର୍ଦ୍ଦୋସ୍ ବିଜୟୀ

ନିଜ ଗଡ଼ ସମ୍ଭାଳିଲା କଂଗ୍ରେସ। ୨୦୨୪ ବାଜିରେ ବିଜୟୀ ହେଲେ ପ୍ରଥମେ ଥରକି ରାଜନୀତିରେ ପାଦ ଦେଇଥିବା ସୋଫିଆ ଫିର୍ଦ୍ଦୋସ୍ । ତେବେ ବିଜେପିର ପ୍ରତିଦ୍ୱନ୍ଦୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଜେଡ଼ିର ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ହରାଇ ବିଜୟୀ ହୋଇଛନ୍ତି ସୋଫିଆ ।

୨୦୧୯ରେ ବାରବାଟୀ ଆସନରେ କଂଗ୍ରେସର ମହମ୍ମଦ ମୋକିମ ବିଜୟୀ ହୋଇଥିଲେ । ୨୦୨୪ରେ ମୋକିମଙ୍କ ଝିଅଙ୍କୁ ଟିକେଟ୍ ଦେଇଥିଲା ଦଳ । ଆଉ ତାଙ୍କ ସାମ୍ନାରେ ବିଜେପି ଓ ବିଜେଡି ବଡ ନେତା ଏବଂ ଚର୍ଚ୍ଚିତ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ଯାଦୁ ଆଗରେ ସମସ୍ତ ବିରୋଧୀ ପରାଜିତ ହୋଇଛନ୍ତି ।

Post Views160 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!