ଆଗକୁ ୨୦୨୪ ଫାଇଟ। ଏବେଠାରୁ ପ୍ରସ୍ତୁତିକୁ ଜୋରଦାର କରିଛି ବିଜେଡ଼ି। ପୁନର୍ବାର ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ ଲକ୍ଷ୍ୟ ସହ ପୁଣିଥିରେ ୫ବର୍ଷର ସରକାର ଗଢ଼ିବା ପାଇଁ ଦଳ ଗଢ଼ିଲା ଟିମ । ୩୦ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛି। ତାଲିକାରେ ମନ୍ତ୍ରୀ ଓ ବିଧାୟକ ସାମିଲ
ବିଜେଡିର ୩୦ ଜିଲ୍ଲା ପାଇଁ ପର୍ଯ୍ଯବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଏହି ନୂଆ ତାଲିକାକୁ ଜାରିକରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ସେହପିର ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି ।
ଅନୁଗୁଳ– ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର– ପ୍ରତାପ କେଶରୀ ଦେବ
ବରଗଡ଼ – ସୁଧିର କୁମାର ସାମଲ
ଭଦ୍ରକ– ପ୍ରତାପ ଜେନା
ବଲାଙ୍ଗୀର– ସୁଶାନ୍ତ ସିଂହ
ଦେବଗଡ଼– ଅମରେଶ ଜେନା
କଟକ– ପ୍ରଫୁଳ ମଲ୍ଲୀକ
ଢେଙ୍କାନଳ– ପ୍ରଣବ ପ୍ରକାଶ ଦାସ
ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର– ଅରୁଣ କୁମାର ସାହୁ
କନ୍ଧମାଳ– ବିଜୟ ନାୟକ
କେନ୍ଦ୍ରାପଡ଼ା– ପ୍ରମିଳା ମଲ୍ଳିକ
କେନ୍ଦୁଝର– ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା– ରବୀନ୍ଦ୍ର କୁମାର ଜେନା
କୋରାପୁଟ ଓ ମାଲକାନଗିରି –ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର– ଈଶ୍ୱର ପାଣିଗ୍ରାହୀ
ନୟାଗଡ଼–ପଦ୍ମନାଭ ବେହେରା
ନୂଆପଡ଼ା– ସ୍ନେହାଙ୍ଗୀନି ଛୁରିଆ
ପୁରୀ–ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ୱଲପୁର– ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼– ପ୍ରୀତିରଞ୍ଜନ ଘଡ଼ାଇ
କଳାହାଣ୍ଡି – ପ୍ରଣବ ବଳବନ୍ତ ରାୟ
ଗଞ୍ଜାମ– ପ୍ରଦୀପ କୁମାର ଅମାତ
ବୌଦ୍ଧ– ସୌଭାଗ୍ୟ ନାୟକ
ଯାଜପୁର– ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା– ସାରଦା ପ୍ରସାଦ ନାୟକ
ମୟୂରଭଞ୍ଜ – ପ୍ରଶାନ୍ତ ମୁଦୁଲି
ସୁବର୍ଣ୍ଣପୁର– ଦେବଶ ଆଚାର୍ଯ୍ଯ

