ଫ୍ୟାକ୍ଟ ଫାଇଡିଂ ଟିମ୍ ଖୋଜିବ ଓଡ଼ିଶାରେ କଂଗ୍ରେସର ପରାଜୟର କାରଣ । ଓଡ଼ିଶା ଆସିବେ ଏଆଇସିସିର ଦୁଇ ବରିଷ୍ଠ ନେତା ।ଆସିବେ ଓଡିଶା । ଚଳିତବର୍ଷ କଂଗ୍ରେସ ପାଇଁ ଥିଲା ସୁବର୍ଣ୍ଣ ସୁଯୋଗ ହେଲେ ଏହାର ଫାଇଦା ନେବୁକଣ ବରଂ ଆବଶ୍ୟକ ଠାରୁ ମଧ୍ୟ ଖରାପ ପ୍ରଦର୍ଶନ କରିଛି ବୋଲି କିଛି କଂଗ୍ରେସ ନେତାଙ୍କ କହିଛନ୍ତି ।
ନିର୍ବାଚନ ସମୟରେ ଅର୍ଥବଳ ରେ ସଭା ପଛୁଆ ଥିଲା କଂଗ୍ରେସ ଏପରିକି ଅନେକ ସ୍ଥାନରେ ପ୍ରାର୍ଥୀ ବହୁ ବିଳମ୍ବିତ ସମୟରେ ଦିଆଯାଇଛି ବୋଲି କଂଗ୍ରେସ ନେତା କିଛି ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି । ଶେଷ ସମୟରେ ପ୍ରାର୍ଥୀ ବଦଳ ବି କରାଯାଇଥିଲା । ହାଇଭୋଲଟେଜ୍ ପ୍ରଚାର ମଧ୍ୟ ଦଳ କରିପାରିନଥିଲା ବୋଲି କହିଛନ୍ତି କଂଗ୍ରେସର ବିଧାୟକ ମାନେ । ତେବେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଗରେ ଏହିସବୁ ଉପସ୍ଥାପନା କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ।

