ଲୋକଦେବେ ମତାମତ, ତିଆରି ହେବ ଲୋକଙ୍କ ବଜେଟ

କେମିତି ହେବ ଓଡ଼ିଶାର ବଜେଟ୍ । ବଜେଟ୍ ପ୍ରସ୍ତୁତି ପୂର୍ବରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୱେବ୍ ସାଇଟ୍, ଇମେଲ୍, ହ୍ୱାର୍ଟସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ମତାମତ ଓ ପରାଶର୍ମ ଦେଇପାରିବେ ଜନତା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁଜନସାଧାରଣଙ୍କର ମତାମତ ଆହ୍ବାନ କରିଛନ୍ତି। ଆପଣଙ୍କ ମତାମତ ଇମେଲ୍ ଦ୍ୱାରା odisha.budget@gov.in ଠିକଣାରେ, ୱାଟସଆପ୍ ମାଧ୍ୟମରେ (+91)9438161111 ନମ୍ବରକୁ ଏବଂ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ ଦ୍ୱାରା ମଧ୍ୟ ପଠାଇ ପାରିବେ ବୋଲି ସୂଚନା ଲୋକସମ୍ପର୍କ ବିଭାଗ ଏବଂ ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!