ସାଧାରଣ ପରିବାର ରୁ ଗୃହ ପରିଚାଳନା ଦାୟିତ୍ବ

ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଏଭଳି ଗୁରୁଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ବାଚସ୍ପତି । ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର ତଥା ପବିତ୍ର ଗୃହ, ଏହି ଗୃହରେ ବାଚସ୍ପତି ପଦ ଅଳଙ୍କୃତ କରି ଅନେକ ବିଶିଷ୍ଟ ବ୍ୟକ୍ତି ଦେଶ ତଥା ରାଜ୍ୟର ଗରିମାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଓଡ଼ିଶାବାସୀ ଏହି ଗୃହ ଉପରେ ବିଶ୍ୱାସ କରନ୍ତି , ବୋଲି କହିଛନ୍ତି ବାଚସ୍ପତି ।

ଜଣେ ସାଧାରଣ ପରିବାରର ଝିଅ ।ରାଜନୀତି କ୍ଷେତ୍ରରେ ଆସିବା ଏକ ସ୍ବପ୍ନ ପ୍ରାୟ । ନିର୍ବାଚନ ଲଢ଼ି ଜିତିବା ତାପରେପରେ ଏଭଳି ପବିତ୍ର ଗୃହର ପରିଚାଳନା କରିବାର ଦାୟିତ୍ୱ ମିଳିବା ସୌଭାଗ୍ୟ ର କଥା । ଏଭଳିଦାୟିତ୍ୱ ନେବା ସହ ଗୃହର ସୁପରିଚାଳନା ପାଇଁ ସମସ୍ତ ଦଳର ନେତା ସହଯୋଗ ଲୋଡିଛନ୍ତି ବାଚସ୍ପତି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!