ଦଳବିରୋଧୀ କାର୍ଯ୍ୟ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

ବିଜେପିରୁ ନିଲମ୍ବିତ ହେଲେ ସୁନୀତି ମୁଣ୍ଡ୍‌, ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ । ଭୁବନେଶ୍ବରରୁ ବିଜେପି ମେୟର ପ୍ରାର୍ଥୀ ହୋଇଥିଲେ ସୁନୀତି ।

ଭୁବନେଶ୍ବରର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁନୀତିଙ୍କ ସହ ୫ ଜଣ ନିଲମ୍ବିତ ହୋଇଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାର ୫ କର୍ମକର୍ତ୍ତାଙ୍କୁ ନିଲମ୍ବନ । ନିଲମ୍ବିତ ଙ୍କ ମଧ୍ୟରେ ଅଛନ୍ତି, ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ସମ୍ପାଦକ ବିଦ୍ୟୁତ କାଣ୍ଡି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ, ଧନେଶ୍ବର ବାରିକ ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!