ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ। ତାଲଚେର ଓ କନ୍ଧମାଳରେ ପାଇପଲାଇନରେ ଅଛି ମେଡ଼ିକାଲ କଲେଜ। ବାକି ଜିଲ୍ଲା ମୁଖ୍ୟାଳୟ ଗୁଡିକରେ ଖୁବଶୀଘ୍ର ମେଡିକାଲ କଲେଜ ହେବ। ଏ ନେଇ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।ଅବସର ପରେ ବି ମେଡ଼ିକାଲ କଲେଜରେ ପାଠ ପଢାଇବେ ଅଧ୍ୟାପକ।ଏନେଇ ଉଦ୍ୟମ ଆରମ୍ଭ କରିଛି ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳ। ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ପାଠ ପଢାଇବେ।

