ଏଇ ମାସରୁ ପୁଣି କାର୍ଯ୍ୟକାରୀ ହେବ ଆଳୁ ମିଶନ

ଏଇ ମାସରୁ ପୁଣି ଆଳୁ ମିଶନକୁ କାର୍ଯ୍ୟକାରୀ କରିଛନ୍ତି ମୋହନ ସରକାର। ୨୦୨୪ରୁ ୨୦୨୭ ଯାଏଁ ୩ ବର୍ଷ ପାଇଁ ମିଶନକୁ ପୁଣି ଚଳାଇବାକୁ କୃଷି ବିଭାଗ ନିଷ୍ପତ୍ତି ନେଇଛି। ହେଲେ ଆଶ୍ଚର୍ଯ୍ୟର କଥା ବିଜେଡି ସରକାର ବେଳେ ଫେଲ୍ ମାରିଥିବା ଏ ମିଶନର ନୀତି ଅପରିବର୍ତ୍ତିତ ରହିଛି। ପୂର୍ବଭଳି ଏବେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପାଇଁ ୫୦ ପ୍ରତିଶତ ବିଜୁଳି ଦର ଛାଡ ଲାଗି ନିଷ୍ପତ୍ତି ହୋଇଛି ।

୫୦୦ ମେଟ୍ରିକ୍ ଟନରୁ ଅଧିକ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାରଗୁଡିକୁ ଏହି ରିହାତି ଦିଆଯିବ। ତେବେ ଏ ନୂଆ ମିଶନରେ ଚାଷୀଙ୍କୁ ଆଉ କେଉଁ କେଉଁ ସୁବିଧା ଦିଆଯିବ ତାହା ସ୍ପଷ୍ଟ କରାଯାଇ ନାହିଁ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!