ମହିଳା ଟି-୨୦ ବିଶ୍ବକପ୍ : ପାକିସ୍ତାନ ବିପକ୍ଷରେ ଭାରତର  ବିଜୟ

ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନର ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ୨୦ ଓଭରରେ ୮ ଓ୍ବିକେଟରେ ୧୦୫ ରନ୍ କରିଥିଲା । ଭାରତୀୟ ଦଳକୁ ୧୦୬ ରନର ଲକ୍ଷ୍ୟ ମିଳିଥିଲା । ଭାରତ ଏହି ଲକ୍ଷ୍ୟକୁ ୪ ଓ୍ବିକେଟ ହରାଇ ବିଜୟ ହାସଲ କରିଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!