ବଦଳିବ ସରକାରୀ କୋଠାର ରଙ୍ଗ

ରାଜ୍ୟରେ ସରକାରୀ କୋଠାର ରଙ୍ଗ ବଦଳିବ। ନୂଆ ୟୁନିଫର୍ମ ନେଇ କଲର କୋଡ୍‌ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଠାର ରଙ୍ଗ କମଳା ରଙ୍ଗ ରହିବ। ସେହିପରି କୋଠାର ବର୍ଡର ନାଲି ରଙ୍ଗ ରହିବ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀମାନଙ୍କୁ ଚିଠି କରାଯାଇଛି।

କିଛି ଦିନ ପୂର୍ବରୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବା ନେଇ ସରକାର ଘୋଷଣା କରିଥିଲେ। ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସବୁଜ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ବୋଲି କୁହାଯାଇଥିଲା।

 

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!