ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡଙ୍ଗ

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରେ ନାହଁ କୌଣସି ଗୁପ୍ତ ସୁଡ଼ଙ୍ଗ। ପ୍ରାଥମିକ ଆଲୋଚନା ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ। ଖୁବ୍‌ଶୀଘ୍ର ଆସିବ ଜିପିଆର୍‌ଏସ୍ ସର୍ଭେ ରିପୋର୍ଟ। ତର୍ଜମା ପରେ ରତ୍ନଭଣ୍ଡା ହେବ ମରାମତି।

ମନ୍ତ୍ରୀ କହିଛନ୍ତି, ପ୍ରଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣାପଡିଛି । ଚୂଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ । ଜିପିଆର୍‌ ସର୍ଭେର ଚୂଡାନ୍ତ ରିପୋର୍ଟ ଆସିବା ପରେ ମରାମତି କାମ ଆରମ୍ଭ ହେବ। ଏବେ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ ରହିଛି । କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି କରାଯିବ । ଏଏସ୍‌ଆଇ ଏକ ମାସ ଧରି ମରାମତି କାମ କରିବ । ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ । ପୁରୁଣା ତାଲିକା ସହ ମ୍ୟାଚ୍ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!