ଅଭିଳାଷ ପଣ୍ଡା ଭାରତୀୟ ଯୁବ ମୋର୍ଚ୍ଚା ସଭାପତି

ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି।

ଅଭିଳାଷ ପଣ୍ଡାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଏବଂ ଡ. ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ସଭାପତି କରାଯାଇଛି।

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ୭ ଜଣଙ୍କୁ ମୋର୍ଚ୍ଚା ସଭାପତି, ୩ ଜଣଙ୍କୁ ଭାଜପା ସେଲ୍‌ ଇନ୍‌ଚାର୍ଜ, ଜଣଙ୍କୁ ଅଫିସ୍‌ ସେକ୍ରେଟାରୀ, ଜଣଙ୍କୁ ଆଇଟି ଦାୟିତ୍ୱ ଏବଂ ୩୭ ଜଣଙ୍କୁ ବିଭିନ୍ନ ଜିଲାର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

Post Views6 Total Count

Apply Now


This will close in 0 seconds

error: Content is protected !!