ବିସିସିଆଇ ସିନିୟର ମହିଳା ଦିନିକିଆ ଟ୍ରଫିରେ ଅଧିନାୟିକା ହେଲେ ସୁଶ୍ରୀ ଦିବ୍ୟଦର୍ଶିନୀ

ଆସନ୍ତା ଡିସେମ୍ବର ୪ ତାରିଖରୁ ଆସାମ ବିପକ୍ଷରେ ବିସିସିଆଇ ସିନିୟର ମହିଳା  ଦିନିକିଆ ଟ୍ରଫିରେ ଅଭିଯାନ ଆରମ୍ଭ କରିବ ଓଡ଼ିଶା । ଏଥିପାଇଁ ୧୮ ଜଣିଆ ଦଳ  ଘୋଷଣା ହୋଇଛି । ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଅଧିନାୟିକା ନିଯୁକ୍ତ ହୋଇଛନ୍ତି ।  ସେମିତି ୧୫ ବର୍ଷରୁ କମ୍‌ ଦିନିକିଆ  ଟ୍ରଫି ପାଇଁ ଦଳ ଘୋଷଣା କରାଯାଇଛି ।

ସିନିୟର ମହିଳା ଦଳ: ସୁଶ୍ରୀ  ଦିବ୍ୟଦର୍ଶିନୀ (ଅଧିନାୟିକା), ମାଧୁରୀ  ମେହେଟା, ସରିତା ମେହେର, ପ୍ରଜ୍ଞାନ  ପାରମିତା ମହାନ୍ତି, ମୋନାଲିସା ରାଉତ,  ସଙ୍ଗୀତା ଖାଡ଼ିଆ, ରୀମାଲକ୍ଷ୍ମୀ ଏକ୍କା,  ରାମେଶ୍ୱରୀ ନାଏକ, ତାରନ୍ନା ପ୍ରଧାନ,  ଡି. ଜାନକୀ ରେଡ୍ଡୀ, ରସନାରା ପରବିନ, ଶୁଭ୍ରା ସ୍ୱାଇଁ, ଅର୍ଚ୍ଚନା ରାଉତ,  ବିଜୟ ଲକ୍ଷ୍ମୀ ବେହେରା, ପ୍ରିୟଙ୍କା  ସାହୁ, ଜ୍ୟୋତି ପ୍ରସାଦ, ରଶ୍ମିତା  ଚିନ୍ନାରା ଓ ତନ୍ମୟୀ ବେହେରା ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!