ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିନିକିଆ ଗସ୍ତରେ ଆସିବେ ରେଳମନ୍ତ୍ରୀ। ହାୱଡାରୁ ଟ୍ରେନ ଯୋଗେ ବାଙ୍ଗିରିପୋଷି ଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ। ଏହା ପରେ ପୁଣି ବାଙ୍ଗିରିପୋଷିରୁ ଟ୍ରେନ ଯୋଗେ ବାଲେଶ୍ଵର ଷ୍ଟେସନ ପହଞ୍ଚି ସେଠି ଫୁଟ ଓଭର ବ୍ରିଜର ଉଦଘାଟନ କରିବେ।

ଏହା ପରେ ସେ ପୁଣି ବାଲେଶ୍ଵର ଷ୍ଟେସନରୁ ଟ୍ରେନ ଯୋଗେ କଟକ ଷ୍ଟେସନ ପହଞ୍ଚି କଟକ ରେଲୱେ ଷ୍ଟେସନରେ ଦ୍ଵିତୀୟ ଗେଟର ଉଦଘାଟନ କରିବେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!