ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌

ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ୍‌ କରାଯାଉଛି । ବ୍ରଜ ଦାସଙ୍କ ଘରେ ଏବଂ ସିଟି ଷ୍ଟେସନ୍‌ ନିକଟସ୍ଥ ଭଡ଼ା ଘରେ ଶୁକ୍ରବାର ରେଡ୍‌ କରାଯାଉଛି । ୧୦ଟି ଇନୋଭା ଗାଡ଼ିରେ ଆୟକର ବିଭାଗର ଟିମ୍‌ ଆସି ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚଢାଉ କରୁଛନ୍ତି । ଏକକାଳୀନ ୧୫ ଟି ସ୍ଥାନରେ ୨୦ ରୁ ଅଧିକ ଟିମ୍‌ ରେଡ୍‌ ଜାରି ରଖିଛନ୍ତି ।

କହିରଖୁ କି, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗରେ ଚଢାଉ କରାଯାଉଛି ।

Post Views2 Total Count

Apply Now


This will close in 0 seconds

error: Content is protected !!