ପ୍ରକାଶ ପାଇଲା OJS ଫଳାଫଳ, ସୋମେଶ ରଣବିଜୁଳି ଟପ୍ପର

ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲି ସର୍ଭିସ (ଓଜେଏସ)-୨୦୨୩ ଫଳାଫଳ। ଏଥର ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଓଡ଼ିଶା ପବ୍ଲିକ ସର୍ଭିସ କମିସନ(ଓପିଏସସି) ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ଝିଅମାନେ ବାଜି ମାରି ନେଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀଙ୍କ ମଧ୍ୟରୁ ୨୪ ଜଣ ଝିଅ ରହିଥିବା ବେଳେ ମାତ୍ର ୯ ଜଣ ପୁଅ ରହିଛନ୍ତି। ସୋମେଶ ରଣବିଜୁଳି ଓଜେଏସ-୨୦୨୩ ଟପ୍ପର ହୋଇଥିବା ବେଳେ ତାଲିକାରେ ଅରୁଣିମା ପତି ଦ୍ଵିତୀୟ, ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଛନ୍ତି।

Post Views1 Total Count

Apply Now


This will close in 0 seconds

error: Content is protected !!