ଜୁଆ ଆପ୍ କୁ ପ୍ରମୋଟ୍ କରୁଛନ୍ତି ସାଉଥ୍ ଷ୍ଟାର

ବଢିଲା ସାଉଥ୍ ଷ୍ଟାରଙ୍କ ଅଡୁଆ । ରାଣା ଦଗ୍ଗୁବାତୀ , ବିଜୟ ଦେବରକୋଣ୍ଡା, ପ୍ରକାଶ ରାଜଙ୍କ ସମେତ ୨୫ ଜଣ ଆଗକୁ ଅଡୁଆରେ ଫଶିପାରନ୍ତି ।

ସାଇବରାବାଦର ମିୟାପୁର ପୁଲିସ୍ ଷ୍ଟେସନରେ ୩୨ ବର୍ଷୀୟ ବ୍ୟବସାୟୀ ଫଣୀନ୍ଦ୍ର ଶର୍ମା ଏହି ଷ୍ଟାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ଏହି ଅଭିନେତାଙ୍କ ଉପରେ ଜୁଆ (ସଟା) ଆପ୍ କୁ ପ୍ରମୋଟ୍ କରିବାର ଅଭିଯୋଗ ଲାଗିଛି । ୨୫ ଜଣ ନାମୀ ବ୍ୟକ୍ତିବିଶେଷଙ୍କ ଭିତରେ ସାଉଥର ୬ ଜଣ ତାରକା ସାମିଲ୍ ଅଛନ୍ତି ।

Post Views13 Total Count

Apply Now


This will close in 0 seconds

error: Content is protected !!