`କୌନ୍‌ ବନେଗା କରୋଡପତି’ ସୁଟିଂ ଆରମ୍ଭ

ଖୁବଶୀଘ୍ର ଆସିବାକୁ ଯାଉଛି ପପୁଲାର୍‌ କୁଇଜ ଶୋ କୌନ୍‌ ବନେଗା କରୋଡପତି । ଏନେଇ ବିଗ୍‌ ବି ଅମିତାଭ ବଚ୍ଚନ ସୁଟିଂ ଆରମ୍ଭ କରିଦେଲେଣି । ଏହି ଶୋ ଏକ ଲୋକପ୍ରିୟ ଶୋ । ଏହି କୁଇଜ୍‌ ଶୋ’ର ପ୍ରଶଂସକମାନେ ନୂତନ ସିଜନକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ଶୋର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!