ୱାଙ୍ଖେଡେରେ ରୋହିତ ଶର୍ମା ଷ୍ଟାଣ୍ଡର ଉଦଘାଟନ

ପୂର୍ବତନ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡେରେ ରୋହିତ ଶର୍ମା ଷ୍ଟାଣ୍ଡର ଉଦଘାଟନ କରାଯାଇଛି ।

ମୁମ୍ବାଇର ଆଇକନିକ୍ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଭାରତୀୟ ଦିନିକିଆ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ଷ୍ଟାଣ୍ଡର ଉଦଘାଟନ ହୋଇଛି ।

ମୁମ୍ବାଇ କ୍ରିକେଟ୍ ଆସୋସିଏସନ ଦ୍ଵାରା ଆୟୋଜିତ ଏହି ସମାରୋହ ରୋହିତଙ୍କ କ୍ରିକେଟ କ୍ଷେତ୍ରରେ ଅବଦାନକୁ ସମ୍ମାନ ଜଣାଇଛି । ରୋହିତଙ୍କ ସହ ଅଜିତ ୱାଡେକର, ଶରଦ ପାୱାର ଏବଂ ପୂର୍ବତନ ଏମସିଏ ସଭାପତି ଅମୋଲ କାଲେଙ୍କ ନାମରେ ମଧ୍ୟ ଷ୍ଟାଣ୍ଡ ଉଦଘାଟିତ ହୋଇଛି ।

Post Views21 Total Count

Apply Now


This will close in 0 seconds

error: Content is protected !!