ଇ-କେଓ୍ବାସି କରି ନ ଥିଲେ ମିଳିବନି ରାସନ

ସରିଲା ରାସନକାର୍ଡ ଇ-କେଓ୍ବାସି ଡେଡଲାଇନ। ଯେଉଁ ମାନେ ଇ-କେଓ୍ବାସି କରି ନାହାନ୍ତି ଚଳିତ ମାସରୁ ସେମାନଙ୍କ କାର୍ଡ ସସପେଣ୍ଡ କରାଯିବ। ଚଳିତ ମାସରୁ ଆଉ ସେମାନଙ୍କୁ ମିଳିବନି ରାସନ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

ଇ-କେଓ୍ବାସି ହୋଇ ନ ଥିବା ୨୦ ଲକ୍ଷ ୫୮ ହଜାର କାର୍ଡ ସସପେଣ୍ଡ କରାଯିବ। ୩ ମାସ ପର୍ଯ୍ୟନ୍ତ କାର୍ଡ ସସପେଣ୍ଡ କରାଯିବ। ଏହି ଅବଧି ମଧ୍ୟରେ ଯେଉଁ ମାନେ ଆସିବେ EKYC କରିବେ ସେମାନକୁ ରାସନ ଦିଆଯିବ। ଯେଉଁମାନେ ନ ଆସିବେ ସେମାନଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

Post Views25 Total Count

Apply Now


This will close in 0 seconds

error: Content is protected !!