ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର

ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର । SHGରୁ ବିନା ସୁଧରେ 10 ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ଦେବେ ପ୍ରାଥମିକତା। ସୁଭଦ୍ରା ଭଉଣୀଙ୍କ ସହ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

SHGରୁ ମିଳୁଥିବା ବିନା ସୁଧ ଋଣ ଯୋଗାଇ ବର୍ଷକରେ ଲକ୍ଷପତିଙ୍କୁ କୋଟିପତି ଦିଦି କରାଯିବ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି । ଆସନ୍ତା 9 ରେ ଜୟପୁରରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି । କୋଟିଏରୁ ଅଧିକ ମହିଳା ସୁଭଦ୍ରା ସହାୟତା ମିଳିବ ।

Post Views2 Total Count

Apply Now


This will close in 0 seconds

error: Content is protected !!