ବସ୍‌କୁ ଧକ୍କା ଦେଲା ଟ୍ରକ୍ ,୫ ମୃତ

ବସ୍‌କୁ ଧକ୍କା ଦେଲା ଟ୍ରକ୍। ୫ ମୃତ, ୧୨ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କେ.ବଲାଙ୍ଗ ୫୨୦ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଆସୁଥିବା ବେଳେ ବସ୍‌ଟି ଟ୍ରକ୍ ସହ ଧକ୍କା ହୋଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Post Views20 Total Count

Apply Now


This will close in 0 seconds

error: Content is protected !!