ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ, ସବୁ ଜଳି ପୋଡ଼ି ପାଉଁଶ

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ । ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ ।

୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଡ ଫାୟାର ଅଫିସର ମନୋରଞ୍ଜନ ରାଉତ୍ ।

Post Views3 Total Count

Apply Now


This will close in 0 seconds

error: Content is protected !!