କଟକ ବାଲିଯାତ୍ରା ଆଜିଠୁ ଆରମ୍ଭ । ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟିତ । ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବା ସହ ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟିକା ମଧ୍ୟ ଉପସ୍ଥିତ ଅଛନ୍ତି ।
Related Posts
ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ଚାଲିଗଲା ଜୀବନ
ବରଗଡ଼ରେ ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ୍ୟୁ । ବୁର୍ଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ନାବାଳିକାଙ୍କ ଜୀବନ । ସୋମବାର ସକାଳେ…
ରାଜ୍ୟ କ୍ୟାବିନେଟରେ ୧୦ପ୍ରସ୍ତାବ ଉପରେ ମୋହର
ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଘୋଷଣା ।…
ଅଭିଳାଷ ପଣ୍ଡା ଭାରତୀୟ ଯୁବ ମୋର୍ଚ୍ଚା ସଭାପତି
ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ…

