ଆଜିର ସବୁଠୁ ଥଣ୍ଡା ସହର

ଆଜି ଜି.ଉଦୟଗିରି ହେଉଛି ଓଡ଼ିଶାର ସବୁଠାରୁ ଥଣ୍ଡା ସହର। ଏଠାରେ ଆଜିର ତାପମାତ୍ରା ରହିଛି ୪.୪ ଡିଗ୍ରି ସେଲସିୟସ୍। ରାଜଧାନୀରେ ୧୧.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ର ୧୦ ଡିଗ୍ରି ତଳେ ରହିଛି ଆଜି ଜି ଉଦୟଗିରି ହେଉଛି ଓଡ଼ିଶାର ସବୁଠାରୁ ଥଣ୍ଡା ସହର। ଏହା ଏବର୍ଷର ସବୁଠାରୁ କମ୍ ତାପମାନ ବୋଲି ଜଣାଯାଇଛି।

ଗତ ଶୁକ୍ରବାର ପାରଦ ୧୦.୪ଡିଗ୍ରି ଥିବା ବେଳେ ଶନିବାର ୫.୬ଡିଗ୍ରି ରେକର୍ଡ କରାଯାଇଥିଲା। ଏଣେ ରାଉରକେଲାରେ ଆଜିର ତାପମାତ୍ରା ୭.୨ ଓ ଝାରସୁଗୁଡ଼ାରେ ୭.୬ ଡିଗ୍ରି ରହିଛି। ରାଜଧାନୀରେ ୧୧.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ର ୧୦ ଡିଗ୍ରି ତଳେ ରହିଛି ।

Post Views14 Total Count

Apply Now


This will close in 0 seconds

error: Content is protected !!