ବାଜୁଥିଲା ବିଜେ ବାହାରେ ବର ଯାତ୍ରୀ ଯାଉଥିଲେ ବର ଡିଜେ ସାଉଣ୍ଡ ରେ ରାସ୍ତା ଯାଉଥିଲେ ଜଣେ ବ୍ୟକ୍ତି ହଠାତ୍ ଟଳି ପଡ଼ିଥିଲେ ବିଜେ ସାଉଣ୍ଡ ରେ ଟଳିପଡି ଥିଲେ ଜଣେ ବ୍ୟକ୍ତି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ତିଗିରିଆ ନୂଆପାଟଣା ଅଞ୍ଚଳ ରାସ୍ତା ରେ ବରଯାତ୍ରୀ ପ୍ରସେସନ ରେ ଡିଜେ ଯାଉଥିବା ବେଳେ ଅତ୍ୟଧିକ ସାଉଣ୍ଡ ଯୋଗୁଁ ଜଣେ ବ୍ୟକ୍ତି ଙ୍କ ମୁତୁ ଘଟିଛି ଗତକାଲି ତିଗିରିଆ ନୂଆପାଟଣା ରେ ବାହାଘର ପ୍ରଶେସନ୍ ରେ shakti dj ର ଅତ୍ୟାଧିକ ସାଉଣ୍ଡ ପାଇଁ ହୃଦ୍ଘାତ୍ ରେଜଣେ ମୃତ୍ୟୁ ବରଣ କରିଥିଲେ ମୃତ ବ୍ୟକ୍ତି ହେଲେ ସେହି ଗ୍ରାମର ଲକ୍ଷ୍ମୀଧର ଚନ୍ଦ।
କୈଣସି କାମରେ ରେ ମାର୍କେଟ ଯିବା ସମୟରେ ସେହି ବାଟ ଦେଇ ବରଯାତ୍ରୀ ପ୍ରସେସନ ଯାଉଥିଲା ହଠାତ୍ ଡିଜେ ସାଉଣ୍ଡ ଲକ୍ଷ୍ମୀଧର ସେଇଟି ଟଳି ପଡ଼ିଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ଆଜି ଉତ୍ୟକ୍ତ ଗ୍ରାମବାସୀ ମାନେ କଟକ ର ନରସିଂହପୁର ମୁଖ୍ୟ ରାସ୍ତା ରେ ଉକ୍ତ ଡିଜେ ବିରୁଦ୍ଧ ରେ ପ୍ରତିବାଦ କରି ରାସ୍ତା ଅବରୋଧ କରିଛନ୍ତି ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି । ଦେଖିବାକୁ ବାକି ରହିଲା ଏମିତି ଏ dj ଉପରେ ହେବତ ପ୍ରସାଶନ କି କାର୍ଯ୍ୟନୁଷ୍ଠାନ? ଗ୍ରହଣ କରୁଛି

