ଆପଣ ବାହାରେ ଏତେତେଣେ ଅଳିଆ ପକାଉଥିଲେ ହୋଇଯାଆନ୍ତୁ ସାବଧାନ । ଏଥର ଭୁବନେଶ୍ବରର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ।ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭାରନମେଣ୍ଟ । ରାଜଧାନୀରେ 10ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ ରହିବେ । ଶୁଭାରମ୍ଭ ଅବସରରେ ବିଏମସି ଟିମ୍ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ରହିବେ 5 ଜଣ ସଦସ୍ୟ।
Related Posts
ବିଜେପି ମୁହାଁ ଚମ୍ପୁଆ ବିଧାୟକ , ତାଗିଦ୍ କଲେ ନବୀନ
ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରୁ ଆକ୍ସନ ମୁଡ୍ରେ ବିରୋଧୀ ଦଳ ନେତା। ବିଧାନସଭାରେ ପାଦ ଦେଉ ଦେଉ ଚମ୍ପୁଆ ବିଧାୟକଙ୍କ…
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର । ଜଣେ ବ୍ୟବସାୟୀଙ୍କ ଠାରୁ…
ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ଟଙ୍କା ବୃଦ୍ଧି
ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।…

