ଥମୁନି ଯୁଦ୍ଧ…

ଥମୁନି ୟୁକ୍ରେନ ଓ ରୁଷିଆ ଯୁଦ୍ଧ ।ଆକ୍ରମଣ ଦିନକୁ ଦିନ ବଢିବାରେ ଚାଲିଛି । ରୁଷିଆ ଉପରେ ପ୍ରତିଶୋଧ ନେଇ ଚାଲିଛି ରୁଷିଆ । କ୍ରିମିୟା ବ୍ରିଜ ଉପରେ ୟୁକ୍ରେନ ଆତଙ୍କବାଦୀ ଆକ୍ରମଣ କରିବାରୁ ନିରୀହ ନାଗରିକଙ୍କ ଜୀବନକୁ ବିପଦରେ ପକାଇଛି । ଆକ୍ରମଣ ପରେ ଏକ ରାସ୍ତା ବିଭାଜିତ ହେବା ସହ ବ୍ରିଜର ଗୋଟିଏ ପାର୍ଶ୍ୱ ସାମାନ୍ୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସେନା ପକ୍ଷରୁ ୧୯ କିଲୋମିଟରର ବ୍ରିଜ୍ ଉପରେ ୟୁକ୍ରେନ ରକେଟ ଆକ୍ରମଣକୁ ରୋକିବାକୁ ଉଦ୍ୟମ କରାଯାଉଛି । ଏହି ବ୍ରିଜ ମାଧ୍ୟମରେ ଋଷ ସେନା ଯାତାୟତ କରୁଥିବାରୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି । ଋଷ ପୂର୍ବରୁ ଆକ୍ରମଣ କରି ୟୁକ୍ରେନର ଏକାଧିକ ବ୍ରିଜ ଧ୍ବଂଶ କରିଥିବାରୁ ତାର ପ୍ରତିଶୋଧ ନେଉଛି ବୋଲି ଜଣାପଡ଼ିଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!