ଏମ୍ସ ନର୍ସିଂ ଆସୋସିଏସନ୍ ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ

ରାଜଧାନୀରେ ପୁଣି ଆତଙ୍କ । ଏମ୍ସ ନର୍ସିଂ ଆସୋସିଏସନ୍ ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଏନେଇ ଖଣ୍ଡଗିରି ଥାନାରେ ଦ୍ୱାରସ୍ତ ହେଲେ ଆହତଙ୍କ ସହଯୋଗୀ ।

ଆକ୍ରମଣରେ ସଭାପତି ରମେଶ ପନଙ୍କୁପତି ଗୁରୁତର ଆହତ ହୋଇଥିବା ସୂଚନା । ଆକ୍ରମଣର କାରଣ କଣ ଓ କିଏ ଏହା ପଛରେ ରହିଛି, ସେନେଇ ଉଠିଛି ପ୍ରଶ୍ନ ।

ଘଟଣା ପରେ ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ହସ୍ପିଟାଲର ପାଚେରୀ ବାହାରେ ହଟାତ 6 ଜଣ ଦୃର୍ବତ୍ତ ଆସି ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!