କୀଟ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ ଫେମିନା ମିସ୍ ଇଣ୍ଡିଆ ୨୦୨୬: ମୁକୁଟ ପିନ୍ଧିଲେ ଗୋଆର ସାଧ୍ବୀ ସତୀଶ ସୈଲ ।
ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ପ୍ରଥମ ରନର୍-ଅପ୍ ଭାବେ ଘୋଷିତ ହୋଇଥିବା ବେଳେ, ୟୁନିଅନ୍ ଟେରିଟୋରୀର ଅଦ୍ୱୈତା ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି ।

