ଅର୍ଚ୍ଚନା ନାଗଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଆବେଦନ କଲା ଇଡି

ଅର୍ଚ୍ଚନା ସାମ୍ରାଜ୍ୟରୁ କଳା ଟଙ୍କାର ସୁରାକ ପାଇବା ପରେ ଇଡି ତନାଘନା ଆରମ୍ଭ କରିଥିବାବେଳେ ଉଭୟଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଇଡି ଆବେଦନ କରିଛି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣିଥରେ ପଚରାଉଚୁରା କରିବା ପାଇଁ ଇଡି ଯୋଜନା କରିଛି ।

ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ପଚରାଉଚରା ପାଇଁ ଇଡ଼ି ଯୋଜନା କରିଛି । ଏକାଧିକ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ ପରେ, ଉଭୟଙ୍କୁ ପଚରାଉଚରା ପାଇଁ ଯୋଜନା କରିଛି ଇଡ଼ି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!