OCS ଅଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ

OCS ଅଶାୟୀଙ୍କୁ ଆଉ ଏକ ସୁଯୋଗ | ଆଉଥରେ ସୁଯୋଗ ଦେବାକୁ ସରକାର ଙ୍କ ନେଇଛନ୍ତି ନିଷ୍ପତି | ଆଉ ଥରେ ସୁଯୋଗ ମିଳିବ ଆଶାୟୀ ଙ୍କୁ |

OCS 2019,2020 ଓ 2021 ମସିହାର ପରୀକ୍ଷାର୍ଥୀ ଙ୍କୁ ସୁଯୋଗ | ବିଭିନ୍ନ ସମୟରେ ଏନେଇ ବାରମ୍ବାର ଦାବି ହେଉଥିଲା | ବୟସ ଅତିକ୍ରମ କଲେ ବି ଆଉଥରେ ପରୀକ୍ଷା ଦେଇପାରିବେ |

ଏନେଇ ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିଥିଲେ ମଧ୍ୟ ପରୀକ୍ଷାର୍ଥୀ ଦେଇପାରିବେ ପରୀକ୍ଷା ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଆଶାୟୀଙ୍କୁ ଏଭଳି ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଆଇନରେ ପରିବର୍ତ୍ତନ ଯୋଗୁ ଏହି ସୁଯୋଗ ମିଳୁଛି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!