ହିଣ୍ଡନବର୍ଗ ବିରୋଧରେ ମାମଲା ରୁଜୁ କରିବ ଆଦାନୀ ଗ୍ରୁପ୍

ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ଦ୍ବାରା ବ୍ୟାପକ କ୍ଷତିର ସମ୍ମୁଖୀନ ହେବା ପରେ ଆମେରିକାରେ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ । ଏଥିପାଇଁ ଆଦାନୀ ଗ୍ରୁପ ଆମେରିକାର ଏକ ଲିଗାଲ ଫାର୍ମକୁ ନିଯୁକ୍ତ କରିଛି ।

ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ନ୍ୟୁୟର୍କର ୱାଚଟେଲ ଫାର୍ମକୁ ନିଯୁକ୍ତ କରିଛି । ଓ୍ବାଚଟଲର ବରିଷ୍ଠ ଓକିଲ ଲିପ୍ଟନ, ରୋଜେନ ଓ କାଜ୍ ଆଦାନୀ ପକ୍ଷରୁ ମାମଲା ଲଢିବେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!