ସେଲଫି ନେବାକୁ ମନା କରିବାରୁ ପୃଥ୍ୱୀ ସ’ଙ୍କୁ ଆକ୍ରମଣ

ଟିମ୍ ଇଣ୍ଡିଆର ଯୁବ କ୍ରିକେଟର ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁଙ୍କ ଉପରେ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ ହେବା ସହିତ ତାଙ୍କ କାରକୁ ମଧ୍ୟ ଭାଙ୍ଗିଦିଆଯାଇଛି ।

ପୃଥ୍ୱୀ ସ’ ୨ ଜଣ ଲୋକଙ୍କ ସହ ସେଲଫି ନେଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ସେଲଫି ନେବାକୁ କହିଥିଲେ ।

ହେଲେ ପୃଥ୍ୱୀ ସ କିନ୍ତୁ ସେଲଫି ନେବାକୁ ମନା କରିଦେଇଥିଲେ । ତେବେ ଏହାପରେ ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଅଭିଯୁକ୍ତମାନେ ତାଙ୍କର ପିଛା କରିବା ସହ ତାଙ୍କୁ ଧମକ ବି ଦେଇଥିଲେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!