ନୁଆ ଅଡ଼ୁଆରେ ପଡ଼ିଲେ ମହାଠକ ସୁକେଶ ଚନ୍ଦ୍ରଶେଖର

ଏକ ନୂଆ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରକୁ ତିହାଡ ଜେଲରୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ସୁକେଶଙ୍କୁ ଇଡି ପଟିଆଲା ହାଉସ କୋର୍ଟରେ ହାଜର କରିବା ପରେ କୋର୍ଟଙ୍କ ଅନୁମତି କ୍ରମେ ତାକୁ ୯ ଦିନିଆ ରିମାଣ୍ଡରେ ନେଇଛି ।

ସୂଚନା ମୁତାବକ ରେଲିଗେୟର ଏଣ୍ଟରପ୍ରାଇଜେସ ଲିମିଟେଡର ପୂର୍ବ ପ୍ରମୋଟର ମଲବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ସୁକେଶ ୩.୫କୋଟି ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି ମଲବିନ୍ଦରଙ୍କ ପତ୍ନୀ ।

ଏନେଇ ପଟିଆଲା ହାଉସକୋର୍ଟ ଅଭିଯୋଗକାରୀଙ୍କ ଦଲିଲ ଶୁଣିବା ପରେ ସୁକେଶକୁ ୯ଦିନିଆ ଇଡି ହେପାଜତକୁ ପଠାଇ ଦିଆଯାଇଛି ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!