ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା; ଆସିଲା ଭିସେରା ରିପୋର୍ଟ

ଗତ ଫେବ୍ରୁଆରୀ ୨୮ ତାରିଖରେ ରହସ୍ୟମୟ ଢ଼ଙ୍ଗରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା । ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ଆସିଲା ଭିସେରା ରିପୋର୍ଟ । ଅନ୍ୟପଟେ ପୁରୁଷ ବନ୍ଧୁ ପ୍ରୀତିମାନର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଥିଲା।

ପୋଲିସର ହସ୍ତଗତ ହୋଇଛି ଭିସେରା ରିପୋର୍ଟ । ଏହି ରିପୋର୍ଟ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଖୋଲିବକି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୁରୁଷବନ୍ଧୁ ଏହି ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଆରମ୍ଭ କରିଥିଲା ଛାନବିନ୍ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!