ନିଲମ୍ବିତ ହେଲେ ସିଆରସିସି

ନିଲମ୍ବିତ ହେଲେ ସିଆରସିସି । ବୋଲଗଡ ସିଆରସିସି ମନମାହନ ମିଶ୍ର ପଢା ବହି ସବୁ କବାଡିଆକୁ ବିକ୍ରି କରୁଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଥିଲେ ।

ଏହି କେନ୍ଦ୍ରରୁ ପ୍ରତି ବ୍ଲକର ବଭିନ୍ନ ବିଦ୍ୟାଳୟକୁ ପାଠ୍ୟ ପୁସ୍ତକ ମାଗଣାରେ ପଠାଯାଏ । ହେଲେ ଏଠାରେ ଥିବା ପିଲାଙ୍କ ବହିକୁ ନିଜେ ସିଆରସିସି କବାଡି ବାଲାକୁ ବିକୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିବା ସହ କନ ଧରାଇ ବସଉଠ୍ କରାଇଥିଲେ । ।ବୋଲଗଡ ଦେଉଳି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବହି ବିତରଣ କେନ୍ଦ୍ର କରାଯାଇଥିଲା ।

ଏହି ଖବର ଜାଣିବା ପରେ ବୋଲଗଡ ବ୍ଲକ ଶିକ୍ଷାଧିକାରୀଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!