() ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ତରୀଣ ଜାମିନ। ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୬ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ବିନା ଅନୁମତିରେ ସେ ଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ । ଏବଂ ମିଡିଆରେ କୌଣସି ବିବୃତ୍ତି ନରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନିଲଣ୍ଡରିଂ କେସରେ ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ଜେଲ ଓ୍ବାସରୁମରେ ପଡ଼ି ଆହତ ହୋଇଥିଲେ ଜୈନ । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଯୋଗୁ ଦିଲ୍ଲୀର LNJP ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଛି । ୨୦୨୨ ମେ ମାସରୁ ତିହାର ଜେଲରେ ଥିଲେ ସତ୍ୟେନ୍ଦ୍ର ଜୈନ ।…
Related Posts
ଶତ୍ରୁର ପ୍ରତ୍ୟେକ ଚାଲ ଆକାଶରେ ହେବ ଧ୍ୱଂସ , ଜାଣନ୍ତୁ ଭାରତୀୟ ସେନାର ପ୍ରୋଜେକ୍ଟ ଆକାଶ ତୀର କ’ଣ?
ଦେଶର ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଚ ସ୍ତରର କରିବା ପାଇଁ ଭାରତ ସରକାର ସ୍ୱଦେଶୀ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ସମୟରେ…
ମମତାଙ୍କୁ ବଡ଼ ଝଟକା ଦେଇ ଚନ୍ଦ୍ରିମା ଛାଡିଲେ ଦଳ
କୋଲକାତା: ତୃଣମୂଳ କଂଗ୍ରେସରେ ସଙ୍କଟ ଜାରି ରହିଛି। ମମତା ବାନାର୍ଜୀଙ୍କୁ ପୁଣି ଶକ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତ୍ରୀ…
ଉତ୍କ୍ଷେପଣ ହେଲା ବିଶ୍ବର ମହଙ୍ଗା ଉପଗ୍ରହ
ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଛି । ଇସ୍ରୋ ଏବଂ ନାସା ଏହାକୁ ମିଳିତଭାବେ ପ୍ରସ୍ତୁତ କରିଛନ୍ତି।…

