ପାଖେଇ ଆସିଲାଣି ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ସବପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ତେବେ ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ରଖି ପୁଲିସ ଡ୍ରୋନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି । ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୟାମେରା ଉଡ଼ାଇବା ଉପରେ କଟକଣା ଲଗାଯାଇଛି। ପାଇଁ ପୁଲିସ ପ୍ରଶାସନ ଡ୍ରୋନ ଭଡ଼ାଇପାରିବ ବୋଲି ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର ଏବଂ ତିନିରଥର ସୁରକ୍ଷା ମାର୍ଗଦର୍ଶିକା ଜାରି କରାଯାଇଛି । ନିୟମ ନମାନିଲେ କଠୋର କାର୍ଯ୍ୟନଷ୍ଠାନ ଗ୍ରହଣ କରାଯିବ ।
ପୁରୀକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କ୍ରମରେ ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି କାର୍ଯ୍ୟାନୁଷ୍ଠାନ ଆସିବେ ତେଣୁ ଟ୍ରାଫିକ ପରିଚାଳନା କଡାକଡି କରାଯିବ । ଯେଉଁ ମାନଙ୍କ ପାଖରେ ବୈଧ ପ୍ରମାଣ ପତ୍ର ନଥିବ ସେମାନେ ଡ୍ରୋମ ଉଡାଇପାରିବେ ନାହଁ । ଯଦି ପ୍ରମାଣ ପତ୍ର ଥିବ , ତେବେ ଡ୍ରୋନ ଉଡାଇବାକୁ ଅନୁମିତି ମିଳିପାରିବ । ପୁରୀ ପୋଲିସ ପକ୍ଷରୁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ କାର୍ଯ୍ୟକାରୀ କରାଯିବ ।

