ଖୁବଶୀଘ୍ର ଆସୁଛି ଉଡନ୍ତା କାର୍ । ଏଥର ଆକାଶରେ ଉଡିବା ସହ ରାସ୍ତାରେ ମଧ୍ୟ ଚାଲିବ ବିଶ୍ବର ପ୍ରଥମ ଉଡନ୍ତା କାର୍ । ଆମେରିକା ସରକାର ଏହି ଆଲେଫ ମଡେଲ ଏ କାର୍କୁ ମଞ୍ଜୁରି ଦେଇଛନ୍ତି । କାର୍ଲିଫର୍ଣ୍ଣିଆର ଆଲେଫ ଏରୋନେଟିକ୍ସ କମ୍ପାନୀ ଏହି କାର୍କୁ ନର୍ମାଣ କରିଥିବା ବେଳେ କାର୍ ଉଡାଣ ପାଇଁ ଅନୁମତି ଦେଇଛନ୍ତି ଆମେରିକା ସରକାର । ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ କାରକ୍ ଉଡାଣ ପାଇଁ ସାର୍ଟିଫିକେଟ ଦେଇଛି । ଏହି କାରକୁ ଥରେ ଚାର୍ଜ କଲେ ୩୭୭ କିଲୋମିଟର ଚାଲିବା ସହ ୧୭୭ କିମି ଆକାଶରେ ଉଡିବ । ଏହି ଉଡନ୍ତା କାର୍ରେ ୨ ଜଣ ବସିପାରିବେ। କାରର୍ ମୂଲ୍ୟ ରହିଛି ୨. ୪୬ କୋଟି ।
Related Posts
ଜାତିସଂଘର ଗ୍ଲୋବାଲ ୱାର୍ମିଂ ରିପୋର୍ଟ: ହିମାଳୟର ଗ୍ଲେସିୟର ତରଳିବା କାରଣରୁ ଭାରତର ଶୁଖିଯିବ ଅନେକ ନଦୀ, ଚୀନ୍ ଏବଂ ପାକିସ୍ତାନରେ ହେବ ଭୟଙ୍କର ବନ୍ୟା
ଗ୍ଲୋବାଲ ୱାର୍ମିଂର ଭୟାଭୟତା ସାରା ବିଶ୍ୱ ପାଇଁ ଚିନ୍ତାଜନକ ରହିଛି। ଯେଉଁଥିପାଇଁ ଜଳ ସଙ୍କଟ ଏକ ବଡ଼ ସଙ୍କଟ ଭାବେ…
ଦୁବାଇ ଓ ଆବୁଧାବିରେ ଫସି ଯାଇଛନ୍ତି ବିଶ୍ୱର ହଜାର ହଜାର ପର୍ଯ୍ୟଟକ
ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିଛି। ସମଗ୍ର ଇସ୍ରାଏଲରେ ସାଇରନ ବାଜୁଛି। ଏଲାଟରେ ଏକ ଡ୍ରୋନ ଦେଖାଯାଇଛି।ଇରାନ ଇସ୍ରାଏଲୀ…
SCO ଘୋଷଣାପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଦେଲେ ରାଜନାଥ ସିଂହ, ଜାଣନ୍ତୁ କାରଣ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଚୀନ୍ ପହଞ୍ଚିଛନ୍ତି। ସେ SCO…

