ଏଥର ବାଇଜୁ ବଦଳରେ ରହିବ ଡ୍ରିମ-୧୧ଲୋଗୋ

BCCI ANNOUNCES NEW LEAD SPONSOR

BCCI କଲା  ବଡ଼ ଘୋଷଣା । ଏଥର ବଦଳିଯିବ ଟିମ୍ ଇଣ୍ଡିଆର ଜର୍ସି । ବାଇଜୁ ବଦଳରେ ଏବେ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ଡ୍ରିମ ଇଲେଭେନର ଲୋଗୋ । ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି, ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହେଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ ରହିବ । ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!