ଏଥର ଆକାଶରେ ଉଡ଼ିବ କାର୍‌

ଖୁବଶୀଘ୍ର ଆସୁଛି ଉଡନ୍ତା କାର୍‌ । ଏଥର ଆକାଶରେ ଉଡିବା ସହ ରାସ୍ତାରେ ମଧ୍ୟ ଚାଲିବ ବିଶ୍ବର ପ୍ରଥମ ଉଡନ୍ତା କାର୍‌ । ଆମେରିକା ସରକାର ଏହି ଆଲେଫ ମଡେଲ ଏ କାର୍‌କୁ ମଞ୍ଜୁରି ଦେଇଛନ୍ତି । କାର୍ଲିଫର୍ଣ୍ଣିଆର ଆଲେଫ ଏରୋନେଟିକ୍ସ କମ୍ପାନୀ ଏହି କାର୍‌କୁ ନର୍ମାଣ କରିଥିବା ବେଳେ  କାର୍‌ ଉଡାଣ ପାଇଁ ଅନୁମତି ଦେଇଛନ୍ତି ଆମେରିକା ସରକାର । ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ କାରକ୍ ଉଡାଣ ପାଇଁ ସାର୍ଟିଫିକେଟ ଦେଇଛି ।  ଏହି କାରକୁ ଥରେ ଚାର୍ଜ  କଲେ ୩୭୭ କିଲୋମିଟର ଚାଲିବା ସହ ୧୭୭ କିମି ଆକାଶରେ ଉଡିବ । ଏହି ଉଡନ୍ତା କାର୍‌ରେ ୨ ଜଣ ବସିପାରିବେ। କାରର୍‌ ମୂଲ୍ୟ ରହିଛି ୨. ୪୬ କୋଟି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!