ଆଉ କିଛି ସମୟ ପରେ ବିଶ୍ବକପରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ।ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହାଟକ୍କର । ଦିନ ୨ଟାରେ କୋଲକାତାର ଇଡେନ ଗାର୍ଡେନରେ ମ୍ୟାଚ ଖେଳାଯିବ । ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି । ୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ ।ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଛି ।
Related Posts
Jaz to take time over decision that may change game
Pellentesque facilisis risus habitant. Mollis adipiscing iaculis quam mi pellentesque consectetur. Sit diam eleifend risus…
ଓଡ଼ିଆ ଝିଅ ପ୍ରିତିସ୍ମିତା ଭୋଇଙ୍କୁ ସ୍ବର୍ଣ୍ଣ
ଅହମ୍ମଦାବାଦ ରେ ଆୟୋଜିତ ଜୁନିୟର କମନୱେଲଥ୍ ୱେଟଲିଫ୍ଟିଂ ରେ ଚମକିଲେ ଓଡ଼ିଆ ଝିଅ । ଓଡ଼ିଶାର ପ୍ରିତିସ୍ମିତା ଭୋଇ ମହିଳା…
ବିଜୟ ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ
୨୦୨୬ ଟି୨୦ ବିଶ୍ୱକପରେ ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ…

